ବିଶ୍ୱାସ କରାଯାଏ ଯେ ସୁବର୍ଣ୍ଣପୁର ନାମ ସବର୍ଣ୍ଣମେରୁ ମନ୍ଦିର ନାମରୁ ଆସିଛି। ଏହା ଏକ ଶିବ ମନ୍ଦିର।
ବିମାନ ମାର୍ଗରେ ରାୟପୁର, ଭୁବନେଶ୍ୱର ହେଉଛି ନିକଟତମ ବିମାନ ବନ୍ଦର |
ସଡ଼କ ପଥରେ ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାୟପୁର ସହିତ ଯୋଗା ଯୋଗ ଅଛି ।
ରେଳଗାଡ଼ିରେ ବଲାଙ୍ଗୀର ହେଉଛି ନିକଟତମ ରେଳ ଷ୍ଟେସନ