• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଜିଲ୍ଲା ନିଯୋଜନ କାର୍ଜ୍ୟାଳୟ ସୁବର୍ଣ୍ଣପୁର ୧୯୯୩ ମସିହା ଠାରୁ ଜିଲ୍ଲା ରେ ଏକ ଭଡା ଘରେ କାର୍ଯ୍ୟ କରୁଥିଲା ପରବର୍ତୀ ପର୍ଯୟରେ ୨୦୧୫ ରେ  ଜିଲ୍ଲା ନିଯୋଜନ କାର୍ୟାଳୟ ନିଜର ନିଜସ୍ଵ ଘର କୁ ସ୍ଥାନାନ୍ତରିତ ହେଲା । ଏହି କାର୍ଜ୍ୟାଳୟ ରେ ଜିଲ୍ଲା ର ସମସ୍ତ ବ୍ଲକ ର ପିଲାମାନେ ନାମ ପଂଜିକରଣ କରି ପାରିବେ ।

ଏହା ବ୍ୟତୀତ ଏନ୍ୟଏକ ନିଯୋଜନ କାର୍ଜ୍ୟାଳୟ ବୀରମହାରାଜାପୁର ଠାରେ କାର୍ଯ୍ୟ କରୁଛି । ଏହି କାର୍ଜ୍ୟାଳୟରେ  ସୁବର୍ଣ୍ଣପୁର ଜିଲ୍ଲା ର ପିଲା ମାନେ ନାମ ପଂଜିକରଣ କରିପାରିବେ ।ଜିଲ୍ଲା ନିଯୋଜନ କର୍ୟାଳୟ ର କାର୍ଯବଳୀ।:

୧ । ନାମ ପଞ୍ଜୀକରଣ ର ବିଗତ ୩ ବର୍ଷ ର ବିବରଣୀ।

କ୍ରମ ନ କାର୍ଯ ତାଲିକାବର୍ଷ  ୨୦୧୬ବର୍ଷ ୨୦୧୭ବର୍ଷ ୨୦୧୮  ୩୦।୦୩।୨୦୧୮ ପର୍ଯନ୍ତ
ପଂଜିକରଣ୨୩୧୫୨୭୭୦୫୫୦
ବିଜ୍ଞାପନ
ନିଯୁକ୍ତି
ଜୀବନ୍ତ ପଂଜିକରଣ୧୪୪୧୦୧୨୦୭୦୧୧୮୯୫

୨। ପଂଜିକରଣ ର ବିସ୍ତୃତ ବିବରଣୀ।

ବିଭାଗପୁରୁଷମହିଳାମୋଟ
ନିମ୍ନ ମାଧ୍ୟମିକ୬୨୧୦୭୨
ଉଚ ମାଧ୍ୟମିକ୨୫୮୨୪୨୮୨
ଦଶମ ପାସ୨୪୯୩୨୩୯୨୭୩୨
+୨ କଳା୩୭୫୩୧୨୮୫୫୦୩୮
+୨ ବିଜ୍ଞାନ୮୦୫୧୮୯୯୯୪
+୨ ବାଣିଜ୍ୟ୧୨୩୧୧୧୩୪
+୩ କଳା୭୫୬୪୨୬୧୧୮୨
+୩ ବିଜ୍ଞାନ୨୧୫୧୨୨୩୩୭
+୩ ବାଣିଜ୍ୟ୯୦୧୧୧୦୧
ଡିପ୍ଲୋମା୧୩୮୨୮୧୬୬
ଆଇ ଟି ଆଇ୨୦୮୧୧୨୧୯
ସି ଟି ପାସ୨୧୪୧୧୩୩୨୭
ଫାର୍ମଶିଷ୍ଟ୬୦୬୭
ନର୍ସ୨୩୨୪
ଷ୍ଟେନୋ
ଟାଇପିଷ୍ଟ
ଲାଇବ୍ରେରିୟାନ
ଅନ୍ୟାନ୧୪୨୬୮୨୧୦
ମୋଟ୯୩୨୭୨୫୬୮୧୧୮୯୫

୩। ବିଶେଷ ବର୍ଗ

ବିଭାଗପୁରୁଷମହିଳାମୋଟ
ଅନୁସୂଚିତ ଜାତି୧୬୯୨୫୩୪୨୨୨୬
ଅନୁସୂଚିତ ଉପଜାତି୬୦୭୨୪୧୮୪୮
ଓ ବି ସି୧୮୯୩୩୦୦୨୧୯୩
ଏସ ଇ ବି ସି୫୨୯୧୪୨୬୭୧
ଶାରୀରିକ ଅକ୍ଷମ୧୦୭୨୫୧୩୨

 

୪।ରାଜ୍ୟ ନିଯୁକ୍ତି ମିଶନ ( ଦକ୍ଷତା ବିକାଶ ପ୍ରାଧିକାରୀ ଓଡିଶା ସରକାର)

ଆମ ରାଜ୍ୟ ଓଡିଶା ବର୍ତମାନ ବେକାରି ସମସ୍ୟା ବହୁଳ ଭାବ ରେ ବଢି ଚାଲିଛି। ଏଅହି ସମସ୍ୟା ର ସମାଧାନ କରିବା ତଥା ଯୁବକ ଯୁବତୀ ,ମାନଙ୍କୁ କିପରି ଭାବେ ରୋଜଗାର କ୍ଷମ କରିବା ପାଇଁ ୨୦୦୫ ମାସିହା ରେ ରାଜ୍ୟ ନିଯୁକ୍ତି ମିଶନ ର ପ୍ରତିଷ୍ଠା କରାଗଲା ଏହା ଆଜି ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଙ୍କ ତତ୍ୟବଧାନ ରେ କାର୍ଯ କରୁଛି। ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯୁବକ ଯୁବତୀ ,ମାନଙ୍କୁ ବିଭିନ ଦକ୍ଷତା ମୂଳକ ତାଲିମ ପ୍ରଦାନ କରିବା ।ଏହି ତାଲିମ ର ଅବଧି ଏକ ମାସ ରୁ ୩ ମାସ। ଏହି ତାଲିମ ସମ୍ପୁର୍ଣ ମାଗଣା ରେ ପ୍ରଦାନ କରାଯାଉଛି। ତାଲିମ ନେବା ପରେ ସେମାନକୁ ବିଭନ୍ନ ବେସରକାରୀ ଅନୁଷ୍ଟାନ୍ନ ରେ ନିଯୁକ୍ତି ଦିଆ ଯାଉଛି। ଏଅହି ତାଲିମ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମ ପ୍ରଦାନ କାରୀ ସନ୍ଥା ମାନେ( ପି  ଆଇ ଏ)  ପ୍ରଦାନ କରୁଛନ୍ତି। ଏହି ତାଲିମି ର ସର୍ବନିମ୍ୟ ବୟସ ସୀମା ୧୮ ରୁ ୩୫ ବର୍ଷ ରଖାଯାଇଛି। ଏଅହି ତାଲିମି ନେବା ପାଇଁ ପାର୍ଥୀ ମାନକୁ  ଜିଲ୍ଲା ନିଯୋଜନ ଅଧିକାରୀଙ୍କୁ ଯୋଗଯୋଗ କରିବାକୁ ଅନୁରୋଧ।

୨୦୦୬ ମସିହା ଠାରୁ ଅଦ୍ୟାବଧି କରାଯାଇଥିବା ବିଭିନ୍ୟ ଦକ୍ଷତା ବିକାଶ ତାଲିମି ର ବିବରଣୀ ନିନ୍ମ ରେ ଦିଆଗଲା।

 

କ୍ରମ ନବର୍ଷତାଲିମି ନେଇଥିବା ପାର୍ଥୀ ଙ୍କ ସଂଖ୍ୟା
୨୦୦୬-୦୭୪୦
୨୦୦୭-୦୮୪୦
୨୦୦୮-୦୯୫୦

୫। ସୁବର୍ଣ୍ଣପୁର ଜିଲ୍ଲା ରେ ନିଯୁକ୍ତି ମିଶନ ତରଫରୁ ମାଗଣା କମ୍ପିଉଟର ଶିକ୍ଷା ।

କ୍ରମ ନତାଲିମି ଦେଉଥିବା ଅନୁଷ୍ଟାନ ର ନାମତାଲିମି ନେଉଥିବା ପାର୍ଥୀଙ୍କ ସଂଖ୍ୟା
ଓଡିଶା କମ୍ପିଉଟର ଅପପ୍ଲିକେସନ ସେଣ୍ଟର୧୫୦

୬। ସୁବର୍ଣ୍ଣପୁର ଜିଲ୍ଲା ରେ ମାଗଣା ଗାଡିଚାଳନ ତାଲିମି ରାଜ୍ୟ ନିଯୁକ୍ତି ମିଶସନ ତରଫରୁ ପ୍ରଦାନ କରାଯାଉଛି। ଏହି ତାଲିମି ସମ୍ପୃନ ମାଗଣା ରେ ୨୦୧୦-୧୧ ମସିହା ଠାରୁ ପ୍ରଦାନ କରାଯାଉଛି।

କ୍ରମ ନବର୍ଷତାଲିମି ପାଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୧୦-୧୧୧୨୨
୨୦୧୧-୧୨୬୦
୨୦୧୫-୧୬୧୦୦
୨୦୧୬-୧୭୫୦

୭। ନିଯୁକ୍ତି ମିଶନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତି ବ୍ଲକ ରେ  ଏକ ତାଲିମି ଶିବିର ର ଆୟୋଜନ କରାଯାଉଛି। ଏହି ଶିବିରରେ ଓଡିଶା ସରକାର ଙ୍କ  ସହ ଚୁକ୍ତି କରିଥିବା ତାଲିମି ପ୍ରଦାନ କାରି ସନ୍ଥା ମାନେ ଭାଗ ନେଉଛନ୍ତି।  ଏହି ଶିବିର ରେ ପିଲା ମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଓ ନିଜର ମନ ମୁତାବକ ବିଭାଗରେ ତାଲିମି ନେବାର ସୁଯଗ ପାଇ ପାରୁଛନ୍ତି। ଏହା ସମ୍ପୂର୍ଣ ଭାବେ ମାଗଣା ରେ ପ୍ରଦାନ କରାଯାଉଛି।

ବର୍ଷତାଲିମି ପ୍ରାପ୍ତ ପିଲାଙ୍କ ସଂଖ୍ୟାନିଯୁକ୍ତି ପ୍ରାପ୍ତ ପିଲାଙ୍କ ସଂଖ୍ୟା
୨୦୧୪-୧୫୯୯୩ 
୨୦୧୬-୧୭୬୦୨ 

୮। ନିଯୁକ୍ତି ମେଳା:-

ନିଯୁକ୍ତି ମିଶନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତି ବର୍ଷ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ଏହି ଶିବିରରେ ଓଡିଶା ସରକାର ଙ୍କ  ସହ ଚୁକ୍ତି କରିଥିବା ତାଲିମି ପ୍ରଦାନ କାରି ସନ୍ଥା ଓ  ରାଜ୍ୟରେ ଥିବା ବିଭିନ୍ନ  କମ୍ପାନି ଓ ରାଜ୍ୟ ବାହାରର କମ୍ପାନି ମାନେ ଭାଗ ନେଉଛନ୍ତି।  ଏହି ମେଳା ରେ ପିଲା ମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବାର ନେବାର ସୁଯଗ ପାଇ ପାରୁଛନ୍ତି।

ବର୍ଷଅଫର ଲେଟର ପାଇଥିବା ପିଲାଙ୍କ ସଂଖ୍ୟା
୨୦୧୨-୧୩୫୭୨
୨୦୧୩-୧୪
୨୦୧୪-୧୫୧୩୨୨
୨୦୧୫-୧୬୧୮୫୧
୨୦୧୬-୧୭୭୨୯
୨୦୧୭-୧୮୧୧୪୧