• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଅର୍ଥବ୍ୟବସ୍ଥା

ସୁବର୍ଣ୍ଣପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଓଡିଶା ସରକାରଙ୍କ ଜିଲ୍ଲା ପୁର୍ନଗଠନ ବିଜ୍ଞାପନ ସଂଖ୍ୟା ଡି.ଆର. ସି. ୪୪/୯୩/୧୪୨୧୮/ ଆର , ତାରିଖ ୨୭ ମାର୍ଚ୍ଚ ୧୯୯୩ ଅନୁସାରେ ବଲାଙ୍ଗିର ଜିଲ୍ଲାକୁ ବିଭକ୍ତ କରି,ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ କରାଯାଇଥିଲା । ଏହି ଜିଲ୍ଲା ଦୁଇଟି ସବ୍ଡ଼ିଭିଜନ(ସୁବର୍ଣ୍ଣପୁର,ବୀରମହରାଜପୁର ) , ଛଅଟି ତହସିଲ ( ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର)  କୁ ନେଇ ଗଠିତ ।