• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ମହାନଦୀ ଗର୍ଭସ୍ଥ ଗଣ୍ଡ ନିକଟରେ ଏକ ବିଶାଳକାୟ ପ୍ରସ୍ତର ଉପରେ ଦେବୀ ଲଙ୍କେଶ୍ଵରୀ ବିରାଜିତା । ଐତିହାସିକ ମାନଙ୍କ ମତରେ ସୁବର୍ଣପୁର ରାମାୟଣର (ଲଙ୍କା) ଥିଲା ଏବଂ ଲଙ୍କେଶ୍ଵରୀ ଦେବୀ (ଲଙ୍କାଗଡର) ଅଧିଷ୍ଠାତ୍ରୀ ଦେବୀ ଥିଲେ । ଗତ କିଛି ବର୍ଷ ପୂର୍ବରୁ କଇବର୍ତ ସମାଜର ଉଦ୍ୟମରେ ଏଠାରେ ଏକ ଭବ୍ୟ ଆକର୍ଷଣୀୟ ମନ୍ଦିର ନିର୍ମାଣ କରାଯାଇ କଳମୁଗୁନି ପଥରରେ ନିର୍ମିତ ଦେବୀଙ୍କ ପ୍ରତିମା ସ୍ଥାପନ କରାଯାଇଛି । ସେହିଦିନ ଠାରୁ ଦେବୀ ଉଭୟ ପ୍ରସ୍ତର ଉପରେ ଏବଂ ମନ୍ଦିରରେ ପୂଜିତ ହେଉଛନ୍ତି । ପ୍ରତିବର୍ଷ ଚୈତ୍ର ମାସରେ କଇବର୍ତ ସମାଜ ପକ୍ଷରୁ ଚୈତ୍ର ପର୍ବ ପାଳନ କରାଯାଏ ।

ବିମାନ ମାର୍ଗରେ
ରାୟପୁର, ଭୁବନେଶ୍ୱର ହେଉଛି ନିକଟତମ ବିମାନ ବନ୍ଦର

ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି. ଭୁବନେଶ୍ବର ଓ ରାୟପୁର ସହିତ ଯୋଗାଯୋଗ ଅଛି ।

ରେଳଗାଡ଼ିରେ
ବଲାଙ୍ଗୀର ହେଉଛି ନିକଟତମ ରେଳ ଷ୍ଟେସନ