ବର୍ଗ : Others
ଭୀମ ଭୋଇ ସମାଧି ପୀଠ ସୋନପୁର ଠାରୁ ୩୦ କିଲୋମିଟର ଦୂରରେ ସମାଧି ମିନ୍ଦିର କିମ୍ବା ଶୁନ୍ୟ ମନ୍ଦିର ସହିତ ଅବସ୍ଥିତ | ଏହା ଏକ ୧୧୦ ବର୍ଷ ପୁରୁଣା ମନ୍ଦିର |
ବିମାନ ମାର୍ଗରେ
ରାୟପୁର, ଭୁବନେଶ୍ୱର ହେଉଛି ନିକଟତମ ବିମାନ ବନ୍ଦର |
ସଡ଼କ ପଥରେ
ଏନଏଚ ୫୫ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାୟପୁର ସହିତ ଯୋଗାଯୋଗ ଅଛି ।
ରେଳଗାଡ଼ିରେ
ବଲାଙ୍ଗୀର ହେଉଛି ନିକଟତମ ରେଳ ଷ୍ଟେସନ |