• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ ।

  1. ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରି ପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ ।
  2. ନିଜ ତହସିଲ କାର୍ଯ୍ୟାଳୟ ରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ ।

ଯାଆନ୍ତୁ: http://edistrictodisha.gov.in

ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର | ସହର : ସୋନପୁର | ପିନ କୋଡ୍ : ୭୬୭୦୧୭